ରାୟଗଡାରେ ଓଲଟିଲା କନ୍ୟାଯାତ୍ରୀ ବସ, ୩୦ରୁ ଊର୍ଦ୍ଧ୍ୱ ଆହତ

ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ୫ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ୪ ଜଣ ଶିଶୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

 ରାୟଗଡାରେ ଓଲଟିଲା କନ୍ୟାଯାତ୍ରୀ ବସ, ୩୦ରୁ ଊର୍ଦ୍ଧ୍ୱ ଆହତ
Image Credit: ଡିଜାଇନ୍ ଫଟୋ

About the Author