ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି

ରାଜଧାନୀ ବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ। ସର୍ବକ୍ଷମା ଯୋଜନାରେ ବିଡିଏ ଅତିରିକ୍ତ ଦେୟ ଫେରସ୍ତ କରିବ। ଡିସେମ୍ବର ବେଳକୁ ଆକାଉଣ୍ଟକୁ ଟଙ୍କା ଆସିବ।

ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି
Image Credit: ଡିଜାଇନ୍ ଫଟୋ

About the Author