• ଆଜି ରୁକୁଣା ରଥଯାତ୍ରା
  • ବିନା ଭକ୍ତରେ ହେବ ରଥ ଟଣା
  • ଓଡ଼ିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡ଼ାଉନ୍
  • ସବୁ ସହରାଂଚଳରେ ଶନିବାର , ରବିବାର ସଟଡ଼ାଉନ୍
  • ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା
  • ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
  • IPL 2021: ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ
  • ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଘୋଷଣା
  • ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି
  • ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ କରୋନା ଟିକା

ଆଜିଠୁ ଆରମ୍ଭ ଜାତୀୟ ସବ୍ ଜୁନିଅର ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଏହି ଜାତୀୟ ପ୍ରତିଯୋଗିତାରେ ବହୁ ନାମୀ ଖେଳାଳୀ ମଧ୍ୟ ଭାଗ ନେଉଛନ୍ତି । 

ଆଜିଠୁ ଆରମ୍ଭ ଜାତୀୟ ସବ୍ ଜୁନିଅର ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଭୁବନେଶ୍ୱର:  ଆଜି ଠାରୁ ଭୁବନେଶ୍ବରେ ଆରମ୍ଭ ହେବାକୁ ଯାଉଛି ୩୩ତମ ଜାତୀୟ ସବ୍ ଜୁନିଅର ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରାୟ ୬ ଶହ ପ୍ରତିଯୋଗୀ ଭାଗ ନେବେ।

ଡିସେମ୍ବର ୧୭ ତାରିଖରୁ୨୨ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ସ୍ଥନୀୟ ଇଷ୍ଟକୋଷ୍ଟ ରେଲୱେ ଇନଡୋର ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଏହି ଜାତୀୟ ପ୍ରତିଯୋଗିତାରେ ବହୁ ନାମୀ ଖେଳାଳୀ ମଧ୍ୟ ଭାଗ ନେଉଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।