ଓଡିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ-୨୦୨୦କୁ ରାଜ୍ୟପାଳଙ୍କ ମଞ୍ଜୁରୀ

କୃଷକମାନଙ୍କ ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ଚାଷୀ ପାଇବା ପାଇଁ ଉନ୍ନତ ମାନର କୃଷି ବଜାର ପ୍ରତିଷ୍ଠା, ଭିତ୍ତିଭୂମି ଉନ୍ନତି କରଣ ପାଇଁ ଏହି ଅଧ୍ୟ୍ୟାଦେଶ ସହାୟକ ହେବ ।

ଓଡିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ-୨୦୨୦କୁ ରାଜ୍ୟପାଳଙ୍କ ମଞ୍ଜୁରୀ
Image Credit: ପ୍ରତୀକାତ୍ମକ ଫଟୋ

About the Author