Breaking News

odisha congress

ରାଜଭବନ ସମ୍ମୁଖରେ କଂଗ୍ରେସର ବିରୋଧ ପ୍ରଦର୍ଶନ

ଏସସି-ଏସଟି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ସଂପର୍କିତ ଦାବି ନେଇ କଂଗ୍ରେସର ଏକ ବଡ ପ୍ରତିନିଧି ଦଳ ରାଜଭବନ ଯାଇଥିଲେ । 

Feb 15, 2020, 09:57 PM IST

ଓଡ଼ିଶାରେ ଗର୍ଜିଲେ ବିରୋଧୀ, ସିଏଏ ଓ ଏନଆରସିକୁ ନେଇ ବିଜେପିକୁ ଦେଲେ ଚେତାବନୀ

ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାର ଚାଲ ଚଳିବ ନାହିଁ ଏବଂ ଲୋକେ ଏହାର କଡା ଜବାବ ଦେବେ ବୋଲି ଖୋଲାଖୋଲି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ

Jan 30, 2020, 05:27 PM IST

କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?

ବୁଡ଼ିଗଲା ଗୋଡ଼ ତଳକୁ ତଳକୁ...

Jan 13, 2020, 10:15 PM IST

କଂଗ୍ରେସର ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଶୋଭାଯାତ୍ରା

ଏନଆରସି, ସିଏଏ, ଏନପିଆର ଏବଂ ଦେଶର ଅର୍ଥନୈତିକ ଦୂରବସ୍ଥା ପ୍ରସଙ୍ଗରେ ରାଜରାସ୍ତାରେ କଂଗ୍ରେସର ଗର୍ଜନ । ଦେଶର ଅର୍ଥନୀତିକୁ ତଳି ତଳାନ୍ତ କରି ଧର୍ମ ଆଧାରରେ ଦେଶକୁ ବିଭାଜନ କରୁଥିବା ଅଭିଯୋଗ କରିବା ସହ ବିଜେପି ବିରୋଧରେ ବିକ୍ଷୋଭ କରିଛି କଂଗ୍ରେସ । 

Dec 29, 2019, 09:28 AM IST

ନିରଞ୍ଜନଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢୁଛି ଅସନ୍ତୋଷ!

ଏପରିକି ଖାଲି ଦିଲ୍ଲୀ ନୁହେଁ ନିରଞ୍ଜନ ବିରୋଧୀ ଯୁବ ଛାତ୍ର କଂଗ୍ରେସର ନେତାମାନେ ମଧ୍ୟ ଓଡିଶାରେ ଘନ ଘନ ବୈଠକ କରୁଛନ୍ତି । ତାଙ୍କୁ ଯେମିତି ହେଲେ ପିସିସି ମୁଖିଆ ପଦରୁ ହଟାଇବା ପାଇଁ ବିରୋଧୀ ଲାଗି ପଡିଛନ୍ତି । 

Dec 7, 2019, 04:24 PM IST

ଦଳକୁ ଦୃଢ଼ କରିବା ପାଇଁ କଂଗ୍ରେସର ନୂଆ ପ୍ଲାନ

ପ୍ରଥମ ଦିନରେ 90 ଜଣଙ୍କୁ ନେଇ ବୈଠକ ହୋଇଛି । ପ୍ରେରକର ସର୍ବଭାରତୀୟ ମୁଖ୍ୟ ତଥା ଏଆଇସିସିର ବରିଷ୍ଠ ନେତା ସଚିନ ରାଓ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରେରକମାନଙ୍କ ସହ ବାନ ଟୁ ବାନ ଆଲୋଚନା କରିଛନ୍ତି ।

Nov 26, 2019, 07:02 PM IST

ଝାରଖଣ୍ଡ ନିର୍ବାଚନ ପରେ ହେବ ପିସିସିର ନୂଆ କମିଟି ଗଠନ!

ପିସିସିର ନୂଆ କମିଟି ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଅକ୍ଟୋବର ଶେଷ ସୁଦ୍ଧା ପିସିସିର ନୂଆ କମିଟି ଘୋଷଣା ହେବ ବୋଲି ଖୋଦ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ବର୍ତ୍ତମାନ ଯାଏ କମିଟି ଘୋଷଣା ହୋଇପାରି ନାହିଁ । ଏପରିକି କମିଟି ଘୋଷଣା ଏବେ ହୋଇପାରିବ ନାହିଁ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି ।

Nov 25, 2019, 04:31 PM IST

ଭାରତ ବଞ୍ଚାଓ ସମାବେଶ: ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସ ନେତା

ରାଜ୍ୟ ସରକାର ଓ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି କଂଗ୍ରେସ ନେତା । ହାତକୁ ହାତ ଧରି ଏକତା ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ଭୁବନେଶ୍ୱରର ଏହି ମହାମଞ୍ଚରୁ ଏକତାର ବାର୍ତ୍ତା ଦେଇ ଆଗକୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜୋରଦାର କରିବାକୁ ଶପଥ ନେଇଛନ୍ତି ନେତାଗଣ । ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି । 

Nov 23, 2019, 06:58 PM IST

ପିସିସି ମୁଖିଆ ପରିବର୍ତ୍ତନ ଦାବି, ଦିଲ୍ଲୀ ଯିବେ ବିରୋଧୀ ଗୋଷ୍ଠୀ

ନିରଞ୍ଜନ ପଟ୍ଟନାୟକ ସପକ୍ଷବାଦୀଙ୍କ ହୁଙ୍କାର କି ପ୍ରଭାରୀଙ୍କ କାର୍ଯ୍ୟାନୁଷ୍ଠାନର ଧମକ, କିଛି ବି କାମ ଦେଲାନି। ନିରଞ୍ଜନ ବିପକ୍ଷବାଦୀ ଗୋଷ୍ଠୀ ପୁଣି ଥରେ ନିଜ ଅଭିଯାନ ଜୋରଦାର କରିଛନ୍ତି । ନିଜ ସପକ୍ଷରେ ବରିଷ୍ଠଙ୍କ ସମର୍ଥନ ଜୁଟାଉଥିବା ବିରୋଧୀ ଗୋଷ୍ଠୀ ନରସିଂହଙ୍କୁ ତାଙ୍କ ବାସଭବନରେ ଦେଖା କରିଛନ୍ତି। ପୂର୍ବରୁ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଦେଖା କରି ସମର୍ଥନ ଯୋଗାଡ କରିଥିବା ବିରୋଧୀ ନେତାମାନେ ନରସିଂହଙ୍କୁ ଭେଟି ସମର୍ଥନ ସାଉଁଟିଛନ୍ତି। 

Nov 17, 2019, 06:22 PM IST

କଂଗ୍ରେସରେ ଚାଲିଥିବା ନାଟକର ନାୟକ ନିଜେ ନିରଞ୍ଜନ: ଅଲେଖ

କଂଗ୍ରେସରେ ଚାଲିଥିବା ବିପକ୍ଷବାଦୀ ସପକ୍ଷବାଦୀ ନାଟକର ନାୟକ ହେଉଛନ୍ତି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Nov 11, 2019, 04:52 PM IST

ଏପଟେ ମାନଭଞ୍ଜନ, ସେପଟେ ବଢୁଛି ଅଭିମାନ

ବିଜେପୁର ନିର୍ବାଚନ ଯେତେ ପାଖଉଛି, ସେତେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିବା ରିପୁନାଥ ସେଠଙ୍କୁ ମନାଇବାକୁ ସମର୍ଥ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ ବିଜେପିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସପେନ୍ସ ଜାରି ରହିଛି ।

Oct 10, 2019, 05:07 PM IST

ବିଜେପୁର ପାଇଁ କଂଗ୍ରେସର ପ୍ରସ୍ତୁତି

ଆରମ୍ଭ ହେଲା କଂଗ୍ରେସର ନୂତମ ଯୁଗ । କ୍ୟାଡର ଭିତିକ ଦଳ ଭାବରେ ଗଣା ହେବ କଂଗ୍ରେସ । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 1, 2019, 01:50 PM IST

ବିଜେପୁର ଉପନିର୍ବାଚନ - ଦିଲ୍ଲୀପ ପଣ୍ଡା କଂଗ୍ରେସ ପାର୍ଥୀ

ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ପ୍ରଥମ ଦଳ ଭାବେ କଂଗ୍ରେସ ଘୋଷଣା କଲା ପାର୍ଥୀ । ବରଗଡ ଜିଲ୍ଲା ଉପସଭାପତି ଥିବା ଦିଲ୍ଲୀପ ପଣ୍ଡା ହେଲେ କଂଗ୍ରେସର ବିଜେପୁର ପ୍ରାର୍ଥୀ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 26, 2019, 02:10 PM IST

କଂଗ୍ରେସକୁ ସୁଧାରିବାକୁ ଗୁରୁମନ୍ତ୍ର

ପିସିସି ସଭାପତିଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତାଙ୍କ ଭରସା ପାଉନି... ଯାହାକୁ ପୂର୍ବ କମିଟିରେ ମୁଣ୍ଡରେ ବସାଇଥିଲେ ନିର୍ବାଚନ ପରେ ସେମାନଙ୍କର ଦେଖା ନାହିଁ... ଏପରିକି ଦଳକୁ ଆଗକୁ ବଢାଇବାକୁ ଏଆଇସିସି ନିର୍ଦେଶରେ ଏତେ ବଡ ବୈଠକ ହେଲା କିନ୍ତୁ କଂଗ୍ରେସର ଧନୀ ଏବଂ ଆଗ ଧାଡିର ପ୍ରାର୍ଥୀଙ୍କ ଦେଖା ନାହିଁ... ସଭାପତି ଯେ ପରିବର୍ତ୍ତନ ହେବେ ଏବଂ ପ୍ରିୟାପ୍ରୀତି ତୋଷଣ ଛାଡି କାମ କରୁଥିବା ପାରିବାର ଲୋକଙ୍କୁ କମିଟିରେ ରଖି କାର୍ଯ୍ୟ କରାଇବେ ତାହା ବିଶ୍ବାସ ହେଉ ନାହିଁ ବୋଲି କହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 21, 2019, 01:40 PM IST

ନିରଞ୍ଜନଙ୍କୁ ଭରସା କଲା ଦଳ, ପୁଣି ସମ୍ଭାଳିବେ କମାଣ୍ଡ

ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ମଧ୍ୟ ବଦଳିଲା ନାହିଁ ପିସିସି ପଦବୀ । ନୈତିକ ଦାୟିତ୍ୱ ନେଇ ପଦବୀରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ଏହା ଗ୍ରହଣ ହେଲା ନାହିଁ, ନିରଞ୍ଜନଙ୍କ ସହ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ ମଧ୍ୟ ପଦବୀ ବଜାୟ ରଖିଛନ୍ତି । ଏହାକୁ ନେଇ କଂଗ୍ରେସର ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା, ପୂର୍ବତନ ସଭାପତି ଜୟଦେବ ଯେନା କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତିକୁ ମାନିବା ପ୍ରତ୍ୟେକ କଂଗ୍ରେସର ଶୃଙ୍ଖଳିତ କର୍ମୀଙ୍କ ଦାୟିତ୍ୱ । ସେହିପରି ବରିଷ୍ଠ ନେତା ଅମର ପ୍ରଧାନଙ୍କ କହିବା କଥା, ନେତା ବଦଳିଲେ କି ରହିଲେ କିଛି ହେବ ନାହିଁ, ରାଜ୍ୟ କଂଗ୍ରେସକୁ ସୁଧାରିବା ପାଇଁ ରଣନୀତି ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେବା ଦରକାର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Aug 28, 2019, 07:50 PM IST

पूर्व केंद्रीय मंत्री की धमकी, राहुल गांधी के बारे में करूंगा ऐसा खुलासा, मुंह दिखाने लायक नहीं रहेंगे

पार्टी विरोधी गतिविधियों के आरोप में श्रीकांत जेना और कोरापुट के पूर्व विधायक कृष्णचंद्र सागरिया को कांग्रेस की प्राथमिक सदस्यता से निष्कासित कर दिया गया. उन्होंने अखिल भारतीय कांग्रेस समिति की अनुशंसा पर पार्टी की ओडिशा इकाई ने निष्कासित किया है.

Jan 20, 2019, 07:58 PM IST

ओडिशा: कांग्रेस को झटका, पूर्व केंद्रीय मंत्री समेत कई वरिष्ठ नेताओं ने छोड़ी पार्टी

पूर्व केंद्रीय मंत्री चंद्रशेखर साहू ने कहा, ‘‘पिछले कुछ वर्ष से कांग्रेस में कोई अनुशासन नहीं है. पार्टी हाईकमान भी राज्य में पार्टी संगठन में कोई सुधार के मूड में नहीं है."

Mar 30, 2018, 09:44 PM IST