'ମୋ ସରକାର'ରେ ସାମିଲ ହେଲା ମମତା ଯୋଜନା
Advertisement
Article Detail0/zeeodisha/odisha611277

'ମୋ ସରକାର'ରେ ସାମିଲ ହେଲା ମମତା ଯୋଜନା

ହିତାଧିକାରୀଙ୍କ ସହ କିପରି ଭଲ  ବ୍ୟବହାର କରାଯିବ, ତାକୁ ପ୍ରାଥମିକତା ଦିଆଯିବ ।

'ମୋ ସରକାର'ରେ ସାମିଲ ହେଲା ମମତା ଯୋଜନା

ଭୁବନେଶ୍ୱର: 'ମୋ ସରକାର'ରେ ସାମିଲ ହେଲା ମମତା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସି ଦ୍ଵାରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ହିତାଧିକାରୀଙ୍କ ସହ କିପରି ଭଲ  ବ୍ୟବହାର କରାଯିବ, ତାକୁ ପ୍ରାଥମିକତା ଦିଆଯିବ । ଖୋଦ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ଲୋକଙ୍କ ଫିଡ଼ବ୍ୟାକ ନେଉଛନ୍ତି । ଏ ଯାଏଁ  ୪୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହୋଇଛନ୍ତି । ସମସ୍ତ ଗର୍ଭବତୀଙ୍କୁ ଅନୁରୋଧ, ପାଖ ଅଙ୍ଗନବାଡ଼ିରେ ପଞ୍ଜିକରଣ କରି ସରକାରୀ ହସ୍ପିଟାଲରୁ ସୁବିଧା ପାଆନ୍ତୁ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।