ଏହିଦିନ ତିନିଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ
Advertisement
Article Detail0/zeeodisha/odisha1111267

ଏହିଦିନ ତିନିଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ

ଏହାସହ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଗଂଜାମ୍, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡି (Severe Fog) ସମ୍ଭାବନା ରହିଛି ।

ଏହିଦିନ ତିନିଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ବଢିଲାଣି ଦିନର ତାତି । ରାଜ୍ୟରେ ଶୀତ ପ୍ରକୋପ କମୁଥିବା ବେଳେ ମୁଣ୍ଡଫଟା ଖରା ଆରମ୍ଭ ହେଲାଣି । ଆସନ୍ତା ୫ ଦିନ ମଧ୍ୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । 

ଏହାସହ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଗଂଜାମ୍, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡି (Severe Fog) ସମ୍ଭାବନା ରହିଛି  ।

Also Read: ସାବଧାନ ଜଙ୍ଗଲ ତସ୍କର ! ଚାରିଆଡ଼େ ଅଛି ପୁଷ୍ପାର ନଜର

ଏହାପରେ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ (March) ପହିଲାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ପାଗ ପ୍ରାୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।