ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର

ଆମେରିକା ପରି ଓଡିଶାରେ ବି ଜରୁରୀ ସେବା ପାଇଁ ରହିବ ଗୋଟିଏ ନମ୍ବର। ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନମ୍ବରର ଶୁଭାରାମ୍ଭ କରିବେ।

 ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର
Image Credit: ଡିଜାଇନ ଫଟୋ

About the Author