ଫେରିବ ହାଡ଼ଭଙ୍ଗା ଜାଡ଼

ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଫଳରେ ବାୟୁମଣ୍ଡଳରୁ ଜଳୀୟବାଷ୍ପ ପରିମାଣ କମିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି।

 ଫେରିବ ହାଡ଼ଭଙ୍ଗା ଜାଡ଼
Image Credit: ଫାଇଲ ଫଟୋ

About the Author