ଧିମେଇ ଯାଇଛି ପ୍ରକଳ୍ପ, କେବେ ସରିବ ସ୍ମାର୍ଟସିଟି ଭୁବନେଶ୍ୱର ନିର୍ମାଣ କାର୍ଯ୍ୟ?

ଏପରି ଅଧାପନ୍ତରିଆ କାମକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ନାଁ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେଉଛି ନା ଅଧାଗଢା କାର୍ଯ୍ୟର ରକ୍ଷଣାବେକ୍ଷଣା ହୋଇପାରୁଛି । ରାସ୍ତା କଡରେ ଏପରି ଅଧାପନ୍ତରିଆ କାମରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

ଧିମେଇ ଯାଇଛି ପ୍ରକଳ୍ପ, କେବେ ସରିବ ସ୍ମାର୍ଟସିଟି ଭୁବନେଶ୍ୱର ନିର୍ମାଣ କାର୍ଯ୍ୟ?