ସ୍କୁଲ ଫି ପ୍ରସଙ୍ଗ: ଆପୋଷ ବୁଝାମଣା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ସ୍କୁଲ ଫି ଛାଡ ପ୍ରସଙ୍ଗରେ ବିଭିନ୍ନ ଆବେଦନକାରୀ ହାଇକୋର୍ଟରେ ମାମଲା ଦାଏର କରିଥିବା ବେଳେ ସପ୍ତାହେ ସମୟ ଦେଇ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ନ୍ୟାୟାଳୟ ।

ସ୍କୁଲ ଫି ପ୍ରସଙ୍ଗ: ଆପୋଷ ବୁଝାମଣା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ