ରାଜ୍ୟରେ କୋରୋନା ତଥ୍ୟ ଲୁଚାଉଛନ୍ତି ସରକାର: ବିରୋଧୀ

କୋଭିଡ ନି ଯୟନ୍ତ୍ରଣରେ ସଫଳତା ଦେଖାଇବା ପାଇଁ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏପରିକି ତଥ୍ୟ ଦେଇ ବିରୋଧୀ ସରକାର କୋରୋନା ସଂପର୍କିତ ମିଥ୍ୟା ତଥ୍ୟ ଦେଉଥିବା କଂଗ୍ରେସ ସାଂଘାତିକ ଅଭିଯୋଗ କରିଛି।

ରାଜ୍ୟରେ କୋରୋନା ତଥ୍ୟ ଲୁଚାଉଛନ୍ତି ସରକାର: ବିରୋଧୀ

About the Author