ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଫେବୃଆରୀରେ ମିଳିବ ଏହିସବୁ ସୁବିଧା...
Advertisement
Article Detail0/zeeodisha/odisha838348

ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଫେବୃଆରୀରେ ମିଳିବ ଏହିସବୁ ସୁବିଧା...

ଆସନ୍ତା ଫେବୃଆରୀ ମାସ ପାଇଁ କୋରୋନା ଗାଇଡ଼ଲାଇନ ଜାରି କରିଛନ୍ତି । 

ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଫେବୃଆରୀରେ ମିଳିବ ଏହିସବୁ ସୁବିଧା...

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସ ପାଇଁ କୋରୋନା ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ଜାନୁୟାରୀ ମାସ ଗାଇଡ଼ ଲାଇନ ଭଳି ପ୍ରାୟତଃ ସମାନ ରହିଛି । ତେବେ କଣ ରହିଛି ସରକାରଙ୍କ ଫେବୃଆରୀ ମାସ ଗାଇଡଲାଇନରେ, ନଜର ପକାନ୍ତୁ...

  • ଫେବ୍ରୁଆରୀ ଗାଇଡଲାଇନ ଜାରି
  • ବିବାହରେ ୫ଶହ ଲୋକଙ୍କୁ ଅନୁମତି
  • ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
  • ପ୍ରାଥମିକ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେବ SOP
  • ଫେବ୍ରୁଆରୀ ୧ରୁ ଅଙ୍ଗନବାଡି ଖୋଲିବା ନେଇ ନିଷ୍ପତ୍ତି  
  • ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜାରି
  • ସର୍ବସାଧାରଣ ସ୍ଥାନରେ ମଦ୍ୟପାନ,ଗୁଟଖା ଓ ପାନ ଖାଇବା ମନା
  • ବାହାରେ ଛେପ ପକାଇଲେ ଭୋଗିବାକୁ ହେବ ଦଣ୍ଡ
  • ଯାତ୍ରା, ଖୋଲାମଞ୍ଚ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଆବଶ୍ୟକ  
  • SOP ଅନୁସାରେ ଖୋଲିପାରିବ ଥିଏଟର, ସିନେମା ହଲ୍
  • ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷାବିଭାଗର ଅନୁମତି ଲୋଡ଼ା
  • ଇଣ୍ଡୋର ହଲରେ ୫୦ପ୍ରତିଶତ ସିଟ୍ ବୃଦ୍ଧି ପାଇଁ ଅନୁମତି
  • ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  