Naveen Patnaik: ଜଣେ ଯୁବକ ଏବଂ ଯୁବତୀଙ୍କୁ ନିର୍ମମ ଭାବରେ ପିଟିପିଟି ଦରମରା କରାଯାଇଥିବା ଦୃଶ୍ୟ ସମ୍ପୂର୍ଣ୍ଣ ଅମାନବୀୟ।" ନବୀନ ଆହୁରି ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ଶାସନରେ ଅପରାଧୀମାନେ ସାହସୀ ହୋଇଯାଇଛନ୍ତି। "ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତରେ ଟେକି ଦେଇଛି। ପୋଲିସ ପ୍ରଶାସନ କେଉଁଠି? ଆଇନର ଶାସନ କେଉଁଠି? ବୋଲି ସେ ପ୍ରଶ୍ନ କରିଛନ୍ତି।
Naveen Patnaik: ଏହା ସହିତ, ଅପରାଧ ଦେଖିଥିବା ୩ ବର୍ଷର ଝିଅକୁ ତୁରନ୍ତ ଯତ୍ନ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରଦାନ କରନ୍ତୁ, ଏବଂ ପୀଡିତା ନ୍ୟାୟ ପାଇଁ ଧାରଣାରେ ବସିଥିବା ସମୟରେ ପୋଲିସ କାହିଁକି ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ତାହା ତଦନ୍ତ କରନ୍ତୁ,ବୋଲି ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
Top 10 News Headlines: ଅପରାହ୍ଣର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ...
Naveen Fans Video: କୋଲକାତାରେ ବାଜିଲା ହେ ନବୀନ ବାବୁ ଆମେ ତମ ଫ୍ୟାନ୍...ଭିଡିଓ ହେଲା ଭାଇରାଲ । ଏକ ଭିଡିଓ ଏବେ ବେଶ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କୋଲକାତାର ବୋଲି କୁହାଯାଉଛି, ହେଲେ ବର ଓଡ଼ିଶାର । ତେଣୁ ତାଙ୍କ ବରଯାତ୍ରୀ ପ୍ରୋସେସନରେ ହେ ନବୀନ ବାବୁ ଗୀତ ବାଜିବା ପରେ କିଛି ଏମିତି ଥିଲା ସେହି ପ୍ରୋସେସନ ପରର ଦୃଶ୍ୟ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
ଚିଠିରେ ଉଲ୍ଲେଖ ରହିଛି ଯେ, ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ । ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି । ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ । ଫଳରେ ଆମର ରାଜନୈତିକ ଅଧିକାର ଅନ୍ୟ ରାଜ୍ୟମାନେ ଛଡ଼ାଇ ନେବେ।
ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ ବୋଲି ମନମୋହନ ସାମଲ କହିଛନ୍ତି । ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି ଯେ, ଆମ ଦ୍ବାର ଖୋଲା ଅଛି ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ ।
ବିଜେଡି ନେତାଙ୍କ ବୈଠକ ପରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ ।
ଭୁବନେଶ୍ୱର: ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପାଇଁ ଏକ ହେଲେ ବିଜେଡ଼ି ଓ କଂଗ୍ରେସ। ସଂସଦରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ବିରୋଧ କରି ଆଜି ଗୃହରେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଜୋରଦାର ହଟ୍ଟଗୋଳ କରିଛନ୍ତି। ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ ନାରା ଦେଇ ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧ କରିଛନ୍ତି ବିରୋଧ
ଭୁବନେଶ୍ୱର: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏବେ ବିଜୁ ପଟ୍ଟନାୟକଙ୍କ ପୁଅ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସାଂସଦଙ୍କ ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ଦିଆଯାଇଥିବା ବୟାନକୁ କଡ଼ା
ଭୁବନେଶ୍ୱର: ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଗୃହରକ ମଧ୍ୟଭାଗକୁ ଆସି ହୋ ହଲ୍ଲା କରୁଛନ୍ତି।ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ମଧ୍ୟ ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍
ସୌଭିକ କହିଛନ୍ତି ଯେ, ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି ।
ପ୍ରଭାତ କହିଛନ୍ତି ଯେ, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି ।
ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ୍ ବିଶ୍ବାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନୋଟିସ୍ ହୋଇଛି ।
Naveen Patnaik: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର । ବିଧାନସଭାରେ ମକ ପୋଲିଂ ଶେଷ ପରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ ଅଭିଯୋଗ କରିଛନ୍ତି । ତେବେ ବିଜେଡିର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି, ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।
ଓଡ଼ିଶାର ଜନମାନସର ନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମବାର୍ଷିକୀ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସାରା ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହେବ।
Naveen Patnaik: ପଶ୍ଚିମ ଏସିଆରେ ଦେଖାଦେଇଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତି ଏବେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Pravat Biswal Expelled: ବିଜୁ ଜନତା ଦଳରେ ବିଦ୍ରୋହର ସ୍ୱର ଉଠାଇ ଶେଷରେ ଦଳରୁ ବିଦା ହେଲେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ।
Rajya Sabha Elections: ଓଡ଼ିଶା ରାଜନୀତିରେ ଏକ ରୋଚକ ମୋଡ଼ ଦେଖିବାକୁ ମିଳିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦ୍ୱିତୀୟ ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ ଜଣାଇଛି କଂଗ୍ରେସ।
Naveen Patnaik: ସବୁ କଳ୍ପନାଜଳ୍ପନାର ଅନ୍ତ ! ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ୨ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଛି ଟିକେଟ୍ । ଏହି ଦୁଇ ଜଣଙ୍କ ନାଁରେ ବିଜେଡି ମାରିଛି ମୋହର । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କ ଚୟନ କରିଛନ୍ତି ଦଳର ନେତାଙ୍କ ସହ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ଜଣଙ୍କ ନାଁ ନେଇ ଅନେକ ପୂର୍ବରୁ ଚର୍ଚ୍ଚା ମଧ୍ୟ ହେଉଥିଲା ।
Odisha Rajya Sabha polls: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ଏବେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି।
Naveen Patnaik Slams BJP Govt: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଥିବା ମହିଳା ବିରୋଧୀ ହିଂସା ଓ ଅପରାଧକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Odisha Budget 2026-27: "ଚଳିତ ବଜେଟ୍ କେବଳ ଆୟ-ବ୍ୟୟର ହିସାବ ନୁହେଁ, ବରଂ ଏହା ୪.୫ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ।" ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।