ମାଗଣାରେ ତିଆରି କରିପାରିବେ ଇ-ଶ୍ରମ କାର୍ଡ; ମିଳିବ ୨ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ପ୍ରୋସେସ

e-Shram Card: ପ୍ରଧାନ ମନ୍ତ୍ରୀ ସୁରକ୍ଷ ବିମା ଯୋଜନା ଅଧୀନରେ ଇ-ଶ୍ରମ କାର୍ଡଧାରୀମାନେ ୨ ଲକ୍ଷ ଟଙ୍କା ବୀମା କଭର ପାଇଛନ୍ତି । ଏହି ବୀମା କଭରର ଲାଭ ଉଠାଇବା ପାଇଁ ସେମାନଙ୍କୁ କୌଣସି ପ୍ରକାରର ପ୍ରିମିୟମ ଦେବାକୁ ପଡିବ ନାହିଁ ।

ମାଗଣାରେ ତିଆରି କରିପାରିବେ ଇ-ଶ୍ରମ କାର୍ଡ; ମିଳିବ ୨ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ପ୍ରୋସେସ
Image Credit: ସାଙ୍କେତିକ ଫଟୋ

About the Author