କୋଟି କୋଟି ପେଟିଏମ୍ ଫାଷ୍ଟାଗ୍ ଉପଭୋକ୍ତାଙ୍କୁ ମିଳିବ ନାହିଁ ଆରାମ! ବର୍ତ୍ତମାନ କରିବାକୁ ହେବ ଏହି କାମ

Paytm FASTag: ପେଟିଏମ୍ ଫାଷ୍ଟାଗ୍ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ୨ କୋଟି ଉପରେ ଅଛି। ୨୯ ଫେବୃଆରୀ ପରେ, ସେହି ଉପଭୋକ୍ତାମାନେ ଫାଷ୍ଟାଗ୍ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପଢ଼ନ୍ତୁ ପୂରା ଖବର।

କୋଟି କୋଟି ପେଟିଏମ୍ ଫାଷ୍ଟାଗ୍ ଉପଭୋକ୍ତାଙ୍କୁ ମିଳିବ ନାହିଁ ଆରାମ! ବର୍ତ୍ତମାନ କରିବାକୁ ହେବ ଏହି କାମ
Image Credit: Paytm FASTag Update

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More