ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ଝାଙ୍କରପାଲି (Jhankarpalli) ରୁ ହାଲିପାଲି ମଧ୍ଯରେ ଯାଇଥିବା ରାସ୍ତାକଡରେ ଲୋକଙ୍କ ଗହଳି ଲାଗିଥିଲା। ସେମାନେ ଭୂଇଁରୁ କିଛି ଗୋଟିଏ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ତାହା ଗଞ୍ଜେଇ (Ganja) ଥିଲା।

ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ
Image Credit: ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

About the Author