ରାଜ୍ୟରେ ପ୍ରତି ତିନି ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର, ଘଣ୍ଟାକରେ ଜଣେ ନିଖୋଜ

ରାଜ୍ୟରେ ୨୦୧୯ରୁ ୨୦୨୨ ଭିତରେ ୧୦,୧୨୯ଟି ଓ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି। ୨୦୧୯ରେ ୨୯୫୦ଟି , ୨୦୨୦ରେ ୨୯୮୪, ୨୦୨୧ରେ ୩୩୨୭, ୨୦୨୨ରେ ୮୬୮ ଦୁଷ୍କର୍ମ ମାମଲା ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର।

ରାଜ୍ୟରେ ପ୍ରତି ତିନି ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର, ଘଣ୍ଟାକରେ ଜଣେ ନିଖୋଜ
Image Credit: ପ୍ରତିକାତ୍ମକ ଫଟୋ

About the Author