ଗୋଷ୍ଠୀ ସଙ୍ଘର୍ଷରେ ଯୁବକ ମୃତ, ଥାନା ଘେରାଉ ପରେ ଅଭିଯୁକ୍ତ ଗିରଫ

ଗତକାଲି ରାତିରେ ସମ୍ବଲପୁର (Sambalpur) ଧନୁପାଲି ଥାନା (Dhanupalli Police) ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ (Clash) ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସରଲାକାନିର ୨୦ ବର୍ଷୀୟ ଗଣେଶ ଓରାମ ଓରଫ ବାଙ୍କେ।

ଗୋଷ୍ଠୀ ସଙ୍ଘର୍ଷରେ ଯୁବକ ମୃତ, ଥାନା ଘେରାଉ ପରେ ଅଭିଯୁକ୍ତ ଗିରଫ
Image Credit: ଗୋଷ୍ଠୀ ସଙ୍ଘର୍ଷରେ ଯୁବକ ମୃତ, ଥାନା ଘେରାଉ ପରେ ଅଭିଯୁକ୍ତ ଗିରଫ

About the Author