close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବଡ ମେଡିକାଲରେ 5T ସଚିବ ଭି. କେ. ପାଣ୍ଡିଆନ

ଆଜି ଭୋର ୪ ଟା ସମୟରେ ୫ ଟି ସଚିବ ଏସ ସି ବି କୁ ଗ୍ରସ୍ତ କରିଥିଲେ  ।

 ବଡ ମେଡିକାଲରେ  5T ସଚିବ ଭି. କେ. ପାଣ୍ଡିଆନ

କଟକ: କଟକ ଏସ ସି ବି ମେଡିକାଲରେ ୫-ଟି ସଚିବ ଭି କେ ପାଣ୍ଡିଆନ । ଆଜି ଭୋର ୪ ଟା ସମୟରେ ୫-ଟି ସଚିବ ଏସ ସି ବି କୁ ଗ୍ରସ୍ତ କରିଥିଲେ । ୫-ଟି ସଚିବ ଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ୱାସ୍ଥ୍ୟ  ସଚିବ ପ୍ରମୋଦ କୁମାର ମେହର ଦା ଓ ଏନ ଆର ଏଚ ଏମ ସାଲିନ ପଣ୍ଡିତ ମଧ୍ୟ ଏସ ସି ବି ଗ୍ରସ୍ତ କରିଛନ୍ତି ।

 ପାଣ୍ଡିଆନ  ପ୍ରଥମେ ଏସ୍‌ସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ । ସେ  ଏସସିବିକୁ ଥିବା ରାସ୍ତା ଓ ପଡିଆ କୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହାପରେ ଏସ୍‌ସିବିର ବିଭିନ୍ନ କର୍ତ୍ୟୁପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ସେ ମେଡିକାଲର ଭିତ୍ତିଭୂମି ଉନ୍ନତି ଲାଗି କର୍ତ୍ୟୁପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱରରେ ଏସ୍‌ସିବି ସମ୍ପର୍କିତ ବୈଠକ ହେବ  ।