ବଡ ମେଡିକାଲରେ 5T ସଚିବ ଭି. କେ. ପାଣ୍ଡିଆନ
Advertisement
Article Detail0/zeeodisha/odisha593250

ବଡ ମେଡିକାଲରେ 5T ସଚିବ ଭି. କେ. ପାଣ୍ଡିଆନ

ଆଜି ଭୋର ୪ ଟା ସମୟରେ ୫ ଟି ସଚିବ ଏସ ସି ବି କୁ ଗ୍ରସ୍ତ କରିଥିଲେ  ।

 ବଡ ମେଡିକାଲରେ  5T ସଚିବ ଭି. କେ. ପାଣ୍ଡିଆନ

କଟକ: କଟକ ଏସ ସି ବି ମେଡିକାଲରେ ୫-ଟି ସଚିବ ଭି କେ ପାଣ୍ଡିଆନ । ଆଜି ଭୋର ୪ ଟା ସମୟରେ ୫-ଟି ସଚିବ ଏସ ସି ବି କୁ ଗ୍ରସ୍ତ କରିଥିଲେ । ୫-ଟି ସଚିବ ଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ୱାସ୍ଥ୍ୟ  ସଚିବ ପ୍ରମୋଦ କୁମାର ମେହର ଦା ଓ ଏନ ଆର ଏଚ ଏମ ସାଲିନ ପଣ୍ଡିତ ମଧ୍ୟ ଏସ ସି ବି ଗ୍ରସ୍ତ କରିଛନ୍ତି ।

 ପାଣ୍ଡିଆନ  ପ୍ରଥମେ ଏସ୍‌ସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ । ସେ  ଏସସିବିକୁ ଥିବା ରାସ୍ତା ଓ ପଡିଆ କୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହାପରେ ଏସ୍‌ସିବିର ବିଭିନ୍ନ କର୍ତ୍ୟୁପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ସେ ମେଡିକାଲର ଭିତ୍ତିଭୂମି ଉନ୍ନତି ଲାଗି କର୍ତ୍ୟୁପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱରରେ ଏସ୍‌ସିବି ସମ୍ପର୍କିତ ବୈଠକ ହେବ  ।