ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନର୍ବାର JEE-NEET ପରୀକ୍ଷା କରିବାକୁ ଦାବି

ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ଦାବି କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦେଇଛି ସଂଘ ।

  ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନର୍ବାର JEE-NEET ପରୀକ୍ଷା କରିବାକୁ ଦାବି