Former PM Manmohan Singh: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହକେ ରାଜ୍ୟସଭାର ଶେଷ୍ ଧାଡ଼ିକେ ବଦ୍ଲି
Advertisement
Article Detail0/zeeodisha/odisha1557033

Former PM Manmohan Singh: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହକେ ରାଜ୍ୟସଭାର ଶେଷ୍ ଧାଡ଼ିକେ ବଦ୍ଲି

Former PM Manmohan Singh: ପୂର୍ବତନ୍ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର୍ (Manmohan Singh) ଆସନ୍ ପରିବର୍ତ୍ତନ ପରେ କଙ୍ଗ୍ରେସ୍ର ବରିଷ୍ଠ ନେତା ପି. ଚିଦାମ୍ବରମ୍ (P. Chidambaram) ଆଉ ଦିଗବିଜୟ ସିଂହ (Digvijaya Singh) ରାଜ୍ୟସଭାର ପ୍ରଥମ୍ ଧାଡିରେ ରହେବେ।

Former PM Manmohan Singh: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହକେ ରାଜ୍ୟସଭାର ଶେଷ୍ ଧାଡ଼ିକେ ବଦ୍ଲି

Former PM Manmohan Singh: ହ୍ୱିଲଚେୟାରରେ ବସି ମନମୋହନ୍ ସିଂହଙ୍କର୍ ସହଜ୍ ୟାତାୟାତ୍ ଲାଗି ଇ ପଦକ୍ଷେପ୍ ନିଆଯାଇଛେ ବୋଲ୍ କଙ୍ଗ୍ରେସ୍ ଦଲ୍ର ସୂତ୍ରରୁ ଗୁରୁବାରକେ ସୂଚନା ମିଲିଛେ। କଙ୍ଗ୍ରେସ୍ର ବରିଷ୍ଠ ନେତା ପି. ଚିଦାମ୍ବରମ୍ ଆଉ ଦିଗବିଜୟ ସିଂହ ଏବେ ଦଲ୍ର ପୁନର୍ବଣ୍ଟନ୍ ପରେ ଆଗ ଧାଡ଼ିର ଆସନରେ ବସବେ। କଙ୍ଗ୍ରେସ ଇ ବରସ୍ର ଅଧିବେଶନ୍ରେ ଆସନ ଭାଗବଣ୍ଟା କରିଛନ୍। ଗଲା ଅଧିବେଶନ୍ରେ ଈତାର୍ ଅଭ୍ୟାସ୍ କରାଯିବାର୍ ଥିଲା। ଦଲ୍ର ସୂତ୍ରରୁ ପ୍ରକାଶିତ୍ ହେଇଛେ ଯେ ପୂର୍ବତନ୍ ପ୍ରଧାନମନ୍ତ୍ରୀ ସିଂହ (90) ଏବେ ହ୍ୱିଲଚେୟାରରେ ଯାଉଥିବାର୍ରୁ ତାଙ୍କର୍ ସୁବିଧାର୍ ଲାଗି ତାଙ୍କୁ ଶେଷ ଧାଡ଼ିର ସିଟ୍ ଆବଣ୍ଟନ କରାଯାଇଛେ। ରାଜ୍ୟସଭାରେ ବିରୋଧୀ ଦଲ୍ ନେତା ଆଉ କଙ୍ଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) ଉପାଧ୍ୟକ୍ଷ ହରିବଂଶଙ୍କର୍ (Harivansh) ସାଙ୍ଗେ ତାଙ୍କର୍ ଆସନ୍ରେ ରହିବେ।

ବିରୋଧୀଙ୍କର୍ ଭିତ୍ରୁ ପୂର୍ବତନ୍ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା H D Devegowda (JDS), ସଞ୍ଜୟ ସିଂହ Sanjay Singh (AAP), ପ୍ରେମ୍ ଚାନ୍ଦ ଗୁପ୍ତା  Prem Chand Gupta (RJD), ଡେରେକ୍ ଓ’ବ୍ରାଏନ୍ Derek O’Brien (TMC), କେ କେଶବ ରାଓ K Keshava Rao (BRS) ଆଉ ତିରୁଚି ଶିବା Tiruchi Siva (DMK) ରହିଛନ୍।

ବିଜେପି (BJP) ସୂତ୍ରରୁ ମିଲିଥିବାର୍ ସୂଚନା ଅନୁସାରେ, ଶେଷ୍ ଧାଡ଼ିରେ ବସବାର୍ ବ୍ୟବସ୍ଥାରେ ଭି କିଛି ପରିବର୍ତ୍ତନ୍ କରାଯାଇଥିବାର୍ ବେଲେ ଆଗ୍ ଧାଡ଼ିରେ ବସିଥିବାର୍ ବ୍ୟକ୍ତିମାନେ ଅପରିବର୍ତ୍ତିତ୍ ରହିଛନ୍। ମନମୋହନ୍ ସିଂହ ଜଣେ ଭାରତୀୟ ରାଜନେତା ଆଉ ଅର୍ଥନୀତିଜ୍ଞ ଆନ୍ତ ଯିଏ କି 2004ରୁ 2014 ତକ୍ ଭାରତ୍ର 13th ପ୍ରଧାନମନ୍ତ୍ରୀ ଭାବ୍ରେ କାର୍ୟ୍ୟ କରିଥିଲେ। ସେନ୍ତା ହି ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କର୍ ପରେ ସେ ତୃତୀୟ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିଛନ୍।

Also Read: Amul milk price Hike: ଅମୁଲ୍ ଗୁରସ୍ର ବଢିଗଲା ଦାମ୍, ଜାଣନ୍ତୁ ଫୁଲ୍ କ୍ରୀମ୍, ଟୋନ୍ଡ ଆଉ ଗାୟ ଗୁରସ୍ ପାଉଚ୍ର ଦାମ୍

Also Read: Perfume Bomb: ଜାମୁ କାଶ୍ମୀରରୁ ପ୍ରଥମ ଥର ପାଇଁ ମିଳିଲା ପରଫ୍ୟୁମ ବମ, କାହିଁକି ବିପଜ୍ଜନକ ଏହି ବୋମା?