Odisha News: ଗୋଟିଏ ଦିନରେ ଜଳ ସମାଧି ନେଲେ ୨, ଗାଧୋଇବା ବେଳେ ଚାଲିଗଲା ଜୀବନ

Odisha News: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ଦେବୀ ନଦୀରେ ଅଘଟଣ । ନଦୀରେ ଗାଧୋଇବା ବେଳେ ବୁଡି଼ ଗଲେ ତିନି ସାଙ୍ଗ। ତେବେ ଦୁଇ ଜଣଙ୍କୁ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ମାଲକାନଗିରି ବାଲିମେଳା ଜଳଭଣ୍ତାରରେ (Balimela Reservoir) ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି ।

Odisha News: ଗୋଟିଏ ଦିନରେ ଜଳ ସମାଧି ନେଲେ ୨, ଗାଧୋଇବା ବେଳେ ଚାଲିଗଲା ଜୀବନ
Image Credit: ସୌ(ସୋସିଆଲ ମିଡିଆ)

About the Author