କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress

ଗତ ୪ ଦିନ ତଳେ ଅର୍ଥାତ ୧୭ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅଧ୍ୟକ୍ଷା ରୁଦା ମଲିକ, ବିଜୁ ଜନତା ଦଳର ବିଧାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ କରି ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟାଙ୍କୁ ନେଇ ଆମରଣ ଅନଶନ କରିଥିଲେ।

କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress
Image Credit: କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress

About the Author