Indian Army: ରୀଲ୍ ନାଇଁ ଜୀବନ୍ତ ହୀରୋ: ଭାରତୀୟ ସେନା NGO ସହ ମିସି ବଞ୍ଚାଲା ୩୫ ବରଷ୍ର ହାତୀକେ
Advertisement

Indian Army: ରୀଲ୍ ନାଇଁ ଜୀବନ୍ତ ହୀରୋ: ଭାରତୀୟ ସେନା NGO ସହ ମିସି ବଞ୍ଚାଲା ୩୫ ବରଷ୍ର ହାତୀକେ

Indian Army News In Odia: ହାତୀର ଅବସ୍ଥା ସଙ୍କଟାପନ୍ନ ହେବାର୍ରୁ ପୂର୍ବତନ୍ ସେନାମୁଖ୍ୟ ଜେନେରାଲ୍ ଭି. କେ. ସିଂହ (V. K. Singh) ଭାରତୀୟ ସେନା ସାଙ୍ଗେ ଯୋଗାଯୋଗ କର୍ବାର୍ ଲାଗି ୱାଇଲ୍ଡ ଲାଇଫ୍ ଏସ୍ଓଏସ୍ ଟିମ୍କେ (Wildlife SOS team) ସହାୟତା କରିଥିଲେ। ମୋତିଙ୍କର୍ ଅବସ୍ଥାକେ ନେଇ ଭାରତୀୟ ସେନା ମଧ୍ୟ ଟୁଇଟ୍ କରିଥିଲା।

Indian Army: ରୀଲ୍ ନାଇଁ ଜୀବନ୍ତ ହୀରୋ: ଭାରତୀୟ ସେନା NGO ସହ ମିସି ବଞ୍ଚାଲା ୩୫ ବରଷ୍ର ହାତୀକେ

Indian Army News In Odia: ୩୫ ବର୍ଷୀୟ ହାତୀ ମୋତିକେ ବଞ୍ଚେବାର୍ ଲାଗି ଭାରତୀୟ ଆର୍ମୀ ଆଉ ବନ୍ୟୁ୍ପ୍ରାଣୀ ସଂଗଠନ୍ (Wildlife SOS) ସହଯୋଗ କରିଥିଲେ। ସେନାର କହେବାର୍ ଅନୁସାରେ, ଉତ୍ତରାଖଣ୍ଡରେ (Uttarakhand) ଇ ଜମ୍ବୋ ଭୁସ୍ଡ଼ି ପଡ଼ିଥିଲା ଆଉ ନିଜେ ଛିଡ଼ା ନାଇ ହେଇ ପାରୁଥିଲା କି ନିଜର୍ ଶରୀରକେ ଚଲେଇ ଭି ପାରୁ ନାଇ ଥିଲା। ଇ ଜମ୍ବୋ ଏବେ ଉତ୍ତରାଖଣ୍ଡର ରାମନଗର (Ramnagar) ଜିଲ୍ଲାରେ ଯତ୍ନ ନେଉଛେ।

ଭାରତୀୟ ଆର୍ମୀର ଇଂଜିନିୟର୍ସ୍ ଟିମ୍ (Indian Army Engineers team) ମୋତିକେ ଆବଶ୍ୟକ୍ ସହାୟତା ଓ ଚିକିତ୍ସା ଦେଇଥିଲେ। 24 ଘଣ୍ଟାରୁ କମ୍ ସମୟରେ ଗୁଟେ ସ୍ୱତନ୍ତ୍ର ଟାବାର୍ ନିର୍ମାଣ୍ କରାଗଲା ଯାହାକେ ନିଜର୍ ଗୋଡ୍ରେ ଠିଆ କରେଇ ଚିକିତ୍ସାରେ ସହାୟତା ଦିଆ ଯାଇଥିଲା। 35 ବର୍ଷର ଇ ହାତୀଟା  ନିଜର୍ ଗୋଡ଼୍ରେ ଠିଆ ହେଇ ନାଇ ପାରୁ ଥିଲା କି ନିଜ ଶରୀରକେ ଚଲେଇ ନାଇ ପାରୁ ଥିଲା। ମାତି ଗୁଟେ ଭିକାରୀ ହାତୀ ଭାବ୍ରେ ଜୀବନ ଅତିବାହିତ୍ କରୁଥିଲା ଆଉ ତାକେ ଅସଙ୍ଖ୍ୟ ବାହନମାନେ ପ୍ରଦାନ କରିଥିଲେ ବୋଲି ଭାରତୀୟ ସେନା ପୋଷ୍ଟରେ କ୍ୟାପସନ୍ ଦେଇଛେ।

ପରେ ଓ୍ୱାଇଲ୍ଡ ଲାଇଫ୍ ଏସ୍ଓଏସ୍ ଟୁଇଟ୍ କରି ମୋତିର୍ ଅବସ୍ଥାର ସୂଚନା ଦେଇ କହିଛନ୍ ଯେ ଭାରତ ସେନା ମୋତିକେ ପାଦ୍ରେ ସାହାଯ୍ୟ କର୍ରବାର୍ ଲାଗି ଗିଟେ ବଡ଼ ଉଡ଼ାଣ୍ ନିର୍ମାଣ କରିଛେ। ଦୁର୍ଭାଗ୍ୟ ଯେ ଆଜିର୍ ଉଦ୍ୟମ୍ ବିଫଲ୍ ହେଇଥିଯାଇଛେ। ଇଞ୍ଜିନିୟରମାନେ ମୋତିଙ୍କେ ଆରାମରୁ ବାହାରେକେ ଆନବାର୍ ଲାଗି ଉଡ଼ାନ୍ରେ ସଂଶୋଧନ୍ କରୁଛନ୍। ମୋତି କ ବିଶ୍ରାମ୍ ନଉଛନ୍ କିନ୍ତୁ ସେ ହାର୍ ମାନିନାଇ। 

ଇ ପୋଷ୍ଟଟା ଇଣ୍ଟରନେଟ୍ରେ(Internet)  ବହିତ୍ ଭାଇରାଲ୍ ହେବାରକେ ଲାଗିଛେ। ମୋତିକେ ବଞ୍ଚାବାର୍ ଲାଗି ଭାରତୀୟ ସେନା ଠିକ୍ ସମୟରେ ହସ୍ତକ୍ଷେପ କରିଥିବାର୍ରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କେ କୃତଜ୍ଞତା ଜଣେଇଛନ୍। ଜଣେ ୟୁଜର ଲେଖିଛନ୍ ଯେ ଧନ୍ୟବାଦ ଭାରତୀୟ ସେନା, ଆପଣ୍ କେବଲ୍ ଆମ ମାନକେ ହି ନାଇ, ବରଂ ଭାରତର ଭବ୍ୟ ପ୍ରାଣୀମାନକେ ଭି ବଞ୍ଚାବାର୍ ଲାଗି ଭି ନିଜର ଶ୍ରେଷ୍ଠ ଉଦ୍ୟମ୍ କରୁଛନ୍। ଆଉ ଜଣେ ୟୁଜର ଲେଖିଛନ୍ ଯେ ସେ ଟିମ୍ର ସମସ୍ତଙ୍କେ ଧନ୍ୟବାଦ୍ ଅର୍ପଣ କରୁଛନ୍।

Also Read: AIMPLB Affidavit: ମସଜିଦରେ ମହିଳାମାନଙ୍କ ନମାଜ ପଢ଼ିବାର ଦାବି, ମୁସଲିମ ପର୍ସନାଲ ଲ ବୋର୍ଡ଼ ସୁପ୍ରିମକୋର୍ଟଙ୍କୁ କହିଲେ ଏହି କଥା

Also Read: Cow Hug Day: 'ପ୍ରେମ ଦିବସ' ନୁହେଁ ୧୪ ଫେବୃଆରୀରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କର!