ଗାଁ ପୁଅକୁ ହରାଇ ଏମିତି କାନ୍ଦୁଛି ପାଣ୍ଡିରି

ଗତକାଲି ରାତିରେ ଯେତେବେଳେ ବର୍ଷିୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ନେଇ ଖବର ଆସିଲା, ଏ ହେଉଛି ତା ପରର ଦୃଶ୍ୟ । ଏ ଦୃଶ୍ୟ ବିଜୟଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗାଁର ।

ଗାଁ ପୁଅକୁ ହରାଇ ଏମିତି କାନ୍ଦୁଛି ପାଣ୍ଡିରି
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author