Flying School: ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବାଙ୍କ ପାଇଁ ଏକ ଖୁସି ଖବର, ଏଠାରେ ଫ୍ଲାଇଙ୍ଗ୍ ସ୍କୁଲ ଖୋଲିବ ଏୟାର ଇଣ୍ଡିଆ

Air India To Start Flying School: ପାଇଲଟ ହେବାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଦେଶର ଅଗ୍ରଣୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଫ୍ଲାଇଙ୍ଗ ସ୍କୁଲ ଆରମ୍ଭ କରିବାକୁ ଯାଉଛି। ପାଇଲଟ୍ ହେବାକୁ ଏଠାରେ ତାଲିମ ଦିଆଯିବ। ଗୋଟିଏ ବର୍ଷରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ତାଲିମ ପାଇବେ।

Flying School: ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବାଙ୍କ ପାଇଁ ଏକ ଖୁସି ଖବର, ଏଠାରେ ଫ୍ଲାଇଙ୍ଗ୍ ସ୍କୁଲ ଖୋଲିବ ଏୟାର ଇଣ୍ଡିଆ
Image Credit: Air India To Start Flying School

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More