NTPCରେ ବାହାରିଲା ଚାକିରି, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ..

NTPC JOB: ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର।ନେସ୍‌ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ଚାକିରି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ NTPC ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛି।

NTPCରେ ବାହାରିଲା ଚାକିରି, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ..

About the Author