CTTC Recruitment 2023: CTTCରେ ବାହାରିଲା ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ
Advertisement

CTTC Recruitment 2023: CTTCରେ ବାହାରିଲା ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ

CTTC Recruitment 2023: ଭାରତ ସରକାର ଓ ରାଜ୍ଯ ସରକାରଙ୍କ ମିଳିତ ଆନୁକୂଲ୍ୟରେ (ଓଡିଶା ଅନୁସୁଚିତ ଜାତି ଓ ବିକାସ ସମ୍ମୁଖ) ମାଲକାନଗିରି ଜିଲ୍ଲା ର ସମସ୍ତ ବ୍ଲକ ରେ ଦଶମ ଓ ତତ୍ଉର୍ଧ ପାସ୍ କରିଥିବା ୧୮ ବର୍ଷ ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଅନୁଷ୍ଠାନ Central Tool Room & Training Centre (CTTC) ରେ କେବଳ ୬ ମାସରେ ସରକାରୀ ଟ୍ରେନିଂ ନେଇ ରାଜ୍ଯରେ ଓ ରାଜ୍ଯ ବାହାରେ ରୋଜଗାରକ୍ଷମ ହୋଇ ପାରିବାର ସୁଯୋଗ ଦିଆଯାଉଛି। 

 

ସୌଜନ୍ୟ- ସୋସିଆଲ ମିଡି଼ଆ

CTTC Recruitment 2023: ଭାରତ ସରକାର ଓ ରାଜ୍ଯ ସରକାରଙ୍କ (Odisha govt)  ମିଳିତ ଆନୁକୂଲ୍ୟରେ (ଓଡିଶା ଅନୁସୁଚିତ ଜାତି ଓ ବିକାସ ସମ୍ମୁଖ) ମାଲକାନଗିରି ଜିଲ୍ଲା ର ସମସ୍ତ ବ୍ଲକ ରେ ଦଶମ ଓ ତତ୍ଉର୍ଧ ପାସ୍ କରିଥିବା ୧୮ ବର୍ଷ ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଅନୁଷ୍ଠାନ Central Tool Room & Training Centre (CTTC) ରେ କେବଳ ୬ ମାସରେ ସରକାରୀ ଟ୍ରେନିଂ ନେଇ ରାଜ୍ଯରେ ଓ ରାଜ୍ଯ ବାହାରେ ରୋଜଗାରକ୍ଷମ ହୋଇ ପାରିବାର ସୁଯୋଗ ଦିଆଯାଉଛି। 

ଆସନ୍ତା ୨୦.୧୦.୨୩. ରିଖ ଇଛୁକ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କୁ ବ୍ଲକରେ ଉପସ୍ଥିତ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ନିଜର ଆବଶ୍ଯକୀୟ ସମସ୍ତ ଡକୁମେଣ୍ଟସ୍ ଜେରକ୍ସ 
ତଥା:- 
୧୦ମ ସାର୍ଟିଫିକେଟ ଜେରକ୍ସ
ଆଧାର ଜେରକ୍ସ
ଜାତିଗତ ସାର୍ଟିଫିକେଟ ଜେରକ୍ସ
ଜିଲ୍ଲାର ବାସସ୍ଥାନ ପ୍ରମାଣ ପତ୍ର ଜେରକ୍ସ
୪ ଟି ପାସପୋର୍ଟ ଫୋଟୋ 
ଦାଖଲ କରିବା ସହିତ ଭୁବନେଶ୍ୱର ସ୍ଥିତ ଟ୍ରେନିଂ ସେଣ୍ଟରକୁ ଇଚ୍ଛୁକ ଯୁବକ ଓ ଯୁବତୀ ମାନେ ଟ୍ରେନିଂ ନେଇ ନିଯୁକ୍ତି ପାଇପାରିବେ। 

ଖାଲି ପଦବୀ ସଂଖ୍ୟା :

1.CNC Turning/Milling
    Operator 
2.CNC Machine Operator
3.CNC Machine Maintenance
4. Tool and Die Maker 

ଚାକିରି ପାଇଁ ଏତିକି ରହିଛି ଦରମା :
ମାସିକ ଦରମା ୧୫୦୦୦-୧୮୦୦୦ ।

ଏହି ସମସ୍ତ କାର୍ଯ୍ୟ କରିବାକୁ CTTC ପରିସରରେ ଥିବା ହଷ୍ଟେଲରେ ରହିବା ଓ ଖାଇବା, ୟୁନିଫର୍ମ ଏବଂ ଟ୍ରେନିଂ ଉପକରଣଗୁଡିକ ମାଗଣାରେ ଯୋଗାଇ ଦିଆଯିବ।  ମାଲକାନଗିରି ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ପରାମର୍ଶ ଗ୍ରହଣ କରିବା ସହିତ ଏହି ଯୋଜନାରେ ନିଜର ନାମ ପଞ୍ଚିକୃତ କରି ରାଜ୍ଯରେ ଓ ରାଜ୍ଯ ବାହାରେ ରୋଜଗାର ପାଇବା ପାଇଁ ଆବେଦନ କରାଯାଉ ଅଛି।

Central Tool Room And Training Centre. A Govt of India Society under minister of MSME. 
Email :- cttc@cttc.gov.in
Web :- www.cttc.gov.in
Contact :- 0674-3011733
          +91-9004378398