CUET UG EXAM 2024: ସିୟୁଇଟି ୟୁଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେବେ ହେବ ଏକଜାମ୍?
Advertisement
Article Detail0/zeeodisha/odisha2337769

CUET UG EXAM 2024: ସିୟୁଇଟି ୟୁଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେବେ ହେବ ଏକଜାମ୍?

CUET UG EXAM 2024: ସିୟୁଇଟି ୟୁଜି ପରୀକ୍ଷାକୁ ନେଇ ଅଭିଯୋଗ ଦାଖଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଜୁଲାଇ ୧୯ରେ ସାନି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ଟେଷ୍ଟ ବା ସିବିଟି ଜରିଆରେ ଆୟୋଜିତ ହେବ।  ସମସ୍ତ ପ୍ରଭାବିକ ପରୀକ୍ଷାର୍ଥୀଙ୍କ ଲାଗି ଖୁବଶିଘ୍ର ଆଡମିଟ୍ କାର୍ଡ଼ ଜାରି କରାଯିବ।  

ALSO READ: Weather Update: ବଙ୍ଗୋପସାଗରରେ ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ  ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତିରୁ ଜଣା ପଡିଛି ଯେ,ସିୟୁଇଟି ୟୁଜି ୨୦୨୪ ପରୀକ୍ଷା ସମ୍ପର୍କରେ  ଜୁନ୍ ୩୦ ତାରିଖରେ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଏବଂ ଜୁଲାଇ ୭ ଓ ୯ ତାରିଖ ମଧ୍ୟରେ rescuetug@nta.ac.in ଜରିଆରେ ଦାଖଲ ହୋଇଥିବା ଅଭିଯୋଗର ସମୀକ୍ଷା କରାଯାଇଛି। ଏସବୁ ଅଭିଯୋଗ ଆଧାରରେ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଲାଗି ଜୁଲାଇ ୧୯ ତାରିଖ(ଶୁକ୍ରବାର)ସିବିଟି ମୋଡ଼ରେ ସାନି ପରୀକ୍ଷା କରାଯିବ।