OAVS Recruitment 2023​: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1601594

OAVS Recruitment 2023​: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ

OAVS Recruitment 2023​: ଓଡ଼ିଶା ଆଦର୍ଶ ବିଦ୍ୟାଲୟ ସଂଗଠନର ଏହି ନିଯୁକ୍ତି ଅଧୀନରେ ପ୍ରିନ୍ସିପାଲ, ପିଜିଟି, ଟିଜିଟି, ପିଇଟି ଏବଂ ଆର୍ଟ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆଦର୍ଶ ବିଦ୍ୟାଲୟ ସଂଗଠନ (Adarsh Vidyalaya Sangathan) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀ ପାଇଁ ଆବେଦନଗୁଡିକ ଅନଲାଇନ୍ ମୋଡରେ ଜମା କରିବାକୁ ପଡ଼ିବ । ପୋଷ୍ଟଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୭, ୨୦୨୩ରୁ ଆରମ୍ଭ ହୋଇଛି । 

OAVS Recruitment 2023​: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ

Odisha Adarsha Vidyalaya Recruitment 2023: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର (Odisha Government) ବିଭିନ୍ନ ବିଷୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କ ୧,୦୧୦ ପଦବୀ ପୂରଣ ପାଇଁ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ମାଗିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଲୟ ସଂଗଠନର ଏହି ନିଯୁକ୍ତି ଅଧୀନରେ ପ୍ରିନ୍ସିପାଲ, ପିଜିଟି, ଟିଜିଟି, ପିଇଟି ଏବଂ ଆର୍ଟ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.oav.edu.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଆଦର୍ଶ ବିଦ୍ୟାଲୟ ସଂଗଠନ (Adarsh Vidyalaya Sangathan) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀ ପାଇଁ ଆବେଦନଗୁଡିକ ଅନଲାଇନ୍ ମୋଡରେ ଜମା କରିବାକୁ ପଡ଼ିବ । ପୋଷ୍ଟଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୭, ୨୦୨୩ରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ରହିଛି । ଏହା ସହିତ ଫି ଜମା କରିବାର ଶେଷ ତାରିଖ ୮ ଏପ୍ରିଲ୍ ୨୦୨୩ ପର୍ଯ୍ୟନ୍ତ ରହିଛି ।

ବୟସ ସୀମା (Odisha Adarsha Vidyalaya Recruitment 2023)

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଏହି ନିଯୁକ୍ତିରେ ପ୍ରଧାନ ଶିକ୍ଷକ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୫୦ ବର୍ଷ ଓ ସର୍ବନିମ୍ନ ୩୨ ବର୍ଷ ରହିଛି । ଅନ୍ୟାନ୍ୟ ପୋଷ୍ଟଗୁଡିକ ପାଇଁ ଏହା ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ୩୮ ବର୍ଷ ଅଛି । ସଂରକ୍ଷଣ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ମଧ୍ୟ ଦିଆଯିବ ।

ବେତମ (Odisha Adarsha Vidyalaya Recruitment 2023)

ପ୍ରଧାନ ଶିକ୍ଷକ- ମାସକୁ ୬୭,୭୦୦ ଟଙ୍କା 
PGT ଶିକ୍ଷକ- ମାସକୁ ୪୭,୬୦୦ ଟଙ୍କା 
TGT ଶିକ୍ଷକ- ୪୪,୯୦୦ ଟଙ୍କା 

ଅଧିକ ପଢ଼ନ୍ତୁ:-'ମୁଁ ପ୍ରେମିକ ସହିତ ରାତି ବିତାଇବାକୁ ଚାହୁଁଛି', ପତ୍ନୀଙ୍କ ଶେଷ ଇଚ୍ଛା ଜାଣି ପତିଙ୍କ ଉଡ଼ିଲା ହୋସ୍!

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କୁ ମିଳିଲା ଖୁସି ଖବର, ଟେଷ୍ଟ ସିରିଜ୍ ମଝିରେ ICC କଲା ଏହି ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ:-ଆହୁରି ୨୭ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ