Advertisement
Article Detail0/zeeodisha/odisha2158908
Zee OdishaOdisha Education And JobPGT Recruitment 2024: ୧୦୬୧ଟି ସ୍ନାତକତ୍ତୋର ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି, ଏହି ଦିନଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

PGT Recruitment 2024: ୧୦୬୧ଟି ସ୍ନାତକତ୍ତୋର ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି, ଏହି ଦିନଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

Teacher Recruitment 2024: ରାଜ୍ୟରେ ଶିକ୍ଷା ଭିତ୍ତିଭୂମି କ୍ରମାଗତ ଭାବେ ସୁଦୃଢ ହେଉଛି। ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୁଦାୟ ୨୩ଟି ବିଷୟରେ ୧୦୬୧ ଜଣ ନୂତନ ସ୍ନାତକତ୍ତୋର ଶିକ୍ଷକ (ପିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ALSO READ: Junior Teacher Salary Hike: ରାଜ୍ୟରେ ୨୦ ହଜାର ଟଙ୍କା ହେଲା କନିଷ୍ଠ ଶିକ୍ଷକଙ୍କ ଦରମା

ALSO READ: Odisha Election 2024: ମେଣ୍ଟ ନେଇ ଅମିତ ଶାହଙ୍କ ବୟାନ: ଜିତିବା ମୁଖ୍ୟ ପ୍ରସଙ୍ଗ, ଅଙ୍କ ହେବ ସମୀକରଣର ମୁଖ୍ୟ ଅସ୍ତ୍ର

Add Zee News as a Preferred Source

୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ତାଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟ ପ୍ରବରଣ ମଣ୍ତଳୀ (ଏସଏସବି) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପାଇଁ ଆସନ୍ତା ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୮ ତାରିଖ ପୂର୍ବରୁ ଏସ୍ଏସ୍ ବି ଓ୍ବେବସାଇଟ୍ www.ssbodisha.ac.in ରେ ଆବେଦନ କରିପାରିବ।

About the Author