Junior Teacher Salary Hike: ରାଜ୍ୟରେ ୨୦ ହଜାର ଟଙ୍କା ହେଲା କନିଷ୍ଠ ଶିକ୍ଷକଙ୍କ ଦରମା

Junior Teacher Salary Hike: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି।

Junior Teacher Salary Hike: ରାଜ୍ୟରେ ୨୦ ହଜାର ଟଙ୍କା ହେଲା କନିଷ୍ଠ ଶିକ୍ଷକଙ୍କ ଦରମା
Image Credit: Junior Teacher Salary Hike

About the Author