SBI SCO Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ SBIରେ ଚାକିରୀ ସୁଯୋଗ, ଲକ୍ଷେ ଉପରେ ଦରମା

SBI SCO Recruitment 2024: ଯଦି ଆପଣ ଗ୍ରାଜୁଏଟ୍ ତାହାଲେ ଆପଣ ଏହି ସୁଯୋଗ ନେଇପାରିବେ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ।

SBI SCO Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ SBIରେ ଚାକିରୀ ସୁଯୋଗ, ଲକ୍ଷେ ଉପରେ ଦରମା

About the Author