Jai Maa Samalei Film: ଶ୍ରୀଜଗନ୍ନାଥ ପରେ ବହୁଭାଷୀ ଚଳଚ୍ଚିତ୍ର ହେବ 'ଜୟ ମା ସମଲେଈ’

Jai Maa Samalei Film: ମାଆ ସମଲେଈ ପ୍ରକଳ୍ପର ଲୋକାର୍ପଣ ପରେ ମାଆଙ୍କର ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ "ଜୟ ମା ସମଲେଈ" ବହୁଭାଷୀ ଚଳଚ୍ଚିତ୍ର ର ଶୁଭ ମହୁରତ ମାଆ ସମଲେଈ(Maa Samalei) ପୀଠ, ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି।

Jai Maa Samalei Film: ଶ୍ରୀଜଗନ୍ନାଥ ପରେ ବହୁଭାଷୀ ଚଳଚ୍ଚିତ୍ର ହେବ 'ଜୟ ମା ସମଲେଈ’

About the Author