David Warner: କ୍ରିକେଟରରୁ ଆକ୍ଟର, ଏସ.ଏସ୍ ରାଜା ମୌଲିଙ୍କ ସହ ନଜର ଆସିଲେ ୱାର୍ଣ୍ଣର..

David Warner: ଲୋକପ୍ରିୟ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଦକ୍ଷିଣ ଚଳଚ୍ଚିତ୍ରର ଏକ ଭିନ୍ନ କ୍ରେଜ୍ ଅଛି। ସାଉଥ୍ ଚଳଚ୍ଚିତ୍ର ସମ୍ବନ୍ଧରେ ଡେଭିଡ୍ ପ୍ରାୟତଃ କିଛି ନା କିଛି ପୋଷ୍ଟ କରନ୍ତି। ପୁଷ୍ପା ଫିଲ୍ମର ସିଗନେଚର ଆକ୍ସନ ପାଇଁ ଭାରତୀୟମାନେ ତାଙ୍କୁ ଖୁବ୍ ପସନ୍ଦ କରିଥାନ୍ତି।

David Warner: କ୍ରିକେଟରରୁ ଆକ୍ଟର, ଏସ.ଏସ୍ ରାଜା ମୌଲିଙ୍କ ସହ ନଜର ଆସିଲେ ୱାର୍ଣ୍ଣର..

About the Author