ALSO READ: Weekly Special Horoscope: ନୂଆ ବର୍ଷର ନୂଆ ସପ୍ତାହ; କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ
ସିଂହ: ଏ-କ ସାଧାରଣ କଥାକୁ କେନ୍ଦ୍ର କରି ବା ଅନ୍ୟ ବୁଦ୍ଧିରେ ପରିଚାଳିତ ହୋଇ ନିଜ ସାଥୀଙ୍କ ସହ କଳହ କରିବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।
ट्रेन्डिंग फोटोज़