Bollywood News: ଏହି ଜଣାଶୁଣା ଅଭିନେତ୍ରୀଙ୍କୁ ମିଳିଲା ଛାଡ଼ପତ୍ରର ଅନୁମତି, ୧୨ ବର୍ଷ ବୈବହିକ ଜୀବନରେ ପଡ଼ିଲା ପୂର୍ଣ୍ଣଛେଦ

ପାରସ୍ପରିକ ସହମତିରେ ସେ ଏବଂ ଭରତ ତାଖତାନି ନିଜ ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ଜୀବନରେ ଏହି ବଡ ପରିବର୍ତ୍ତନ ସେମାନଙ୍କ ପିଲାମାନଙ୍କ ପାଇଁ ଭଲ ହେବ। ଏହା କହିବା ପରେ ଅଭିନେତ୍ରୀ ନିଜର ବ୍ୟକ୍ତିଗତ ମାମଲା ପାଇଁ ଗଣମାଧ୍ୟମରୁ ଦୁରେଇ ରହିଛନ୍ତି।

Bollywood News: ଏହି ଜଣାଶୁଣା ଅଭିନେତ୍ରୀଙ୍କୁ ମିଳିଲା ଛାଡ଼ପତ୍ରର ଅନୁମତି, ୧୨ ବର୍ଷ ବୈବହିକ ଜୀବନରେ ପଡ଼ିଲା ପୂର୍ଣ୍ଣଛେଦ

About the Author