Bollywood: ବିବାହର ୬ ବର୍ଷ ପରେ ଗୁଡ଼ ନ୍ୟୁଜ ଦେଲେ ଦୀପିକା ଓ ରଣଭୀର, ଜାଣନ୍ତୁ କେବେ ଆସିବ କୁନି ଅତିଥି

Deepika Pregnant: ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣଭୀର ସିଂ । ଏନେଇ ଦୀପିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ ନିଜର ପ୍ରସବ ମାସ ବିଷୟରେ ଉଲ୍ଲେଖ କରିଛନ୍ତି।

Bollywood: ବିବାହର ୬ ବର୍ଷ ପରେ ଗୁଡ଼ ନ୍ୟୁଜ ଦେଲେ ଦୀପିକା ଓ ରଣଭୀର, ଜାଣନ୍ତୁ କେବେ ଆସିବ କୁନି ଅତିଥି

About the Author