Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...

Ramayana: ନିକଟରେ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀ ରାମ, ସାଇ ପଲ୍ଲବୀ ମାତା ସୀତା ଓ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିବେ । ପୂର୍ବରୁ, ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ୟଶ ନୀତେଶଙ୍କ ଏହି ଅଫରକୁ ରିଜେକ୍ଟ କରିଦେଇଛନ୍ତି ।

Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...

About the Author