Boldest Pics of Kiara Advani: ବୋଲ୍ଡ ଅନ୍ଦାଜରେ ନଜର ଆସିଲେ କିଆରା
Advertisement
Article Detail0/zeeodisha/odisha1484884

Boldest Pics of Kiara Advani: ବୋଲ୍ଡ ଅନ୍ଦାଜରେ ନଜର ଆସିଲେ କିଆରା

Boldest Pics of Kiara Advani:ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ। ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି କିଆରା । କେବେଳ ଗ୍ଲାମରର୍ସ ନୁହେଁ, ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ କିଆରା । ନିକଟରେ ଅଭିନେତ୍ରୀ ନିଜର କିଛି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଛି । ତେବେ ଏହି ଫଟୋ ଗୁଡିକରେ କିଆରା ଅଭିନେତ୍ରୀ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି ବୋଲି କିଛି ଫ୍ୟାନ୍ସ ମଧ୍ୟ କମେଣ୍ଟରେ କହିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

ବୋଲ୍ଡ ଅନ୍ଦାଜରେ ନଜର ଆସିଲେ କିଆରା !

କିଆରା ଆଡଭାନୀ କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ସେୟାର କରିଥିଲେ । ସମାନ ପୋଷାକ ସହିତ ଏହି ଦୁଇଟି ଫଟୋ ସେୟାର କରିଛନ୍ତି କିଆରା । ଏହି ଫଟୋଗୁଡ଼ିକରେ କିଆରା ଏକ କଳା ପୋଷାକରେ ପିନ୍ଧି ଥିବାର ନଜର ଆସିଛନ୍ତି । ଫଟୋ ଗୁଡିକରେ କିଆରା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।  ଏହି ପ୍ରଥମ ଫଟୋ ହେଉଛି ଏକ କ୍ଲୋଜ ଅପ୍ । ଯେଉଁଥିରେ କିଆରା ଏକ୍ ନେକଲେସ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାସହ ସେ ଏଥିରେ ନିଜ କେଶ ଖୋଲା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ସେ ବହୁତ ହଟ୍ ମଧ୍ୟ ଦେଖାଯାଉଛନ୍ତି । ସେହିପରି କିଆରାଙ୍କ ଦ୍ବିତୀୟ ଫଟୋଟି ମଧ୍ୟ ଖୁବ୍ ଚମକ୍କାର । ପିନ୍ଧିଥିବା ବ୍ଲାକ କର୍ଲର ଗାଉନରେ କିଆରା ଖୁବ ସୁନ୍ଦର ଦେଖାଯାଇଛନ୍ତି । ପ୍ରଶଂସକ ମଧ୍ୟ ଏହି ଫଟୋଟିକୁ ଖୁବ ତାରିଫ କରୁଛନ୍ତି ।

ସଦ୍ୟତମ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ବର୍ତ୍ତମାନ ଉଭୟ ବିବାହ କରୁନାହାଁନ୍ତି। ସିଦ୍ଧାର୍ଥ ଏବଂ କିଆରା ବର୍ତ୍ତମାନ କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛନ୍ତି ଏବଂ ବିବାହ ବିଷୟରେ ଚିନ୍ତା କରୁନାହାଁନ୍ତି । ବିବାହ ଖବରକୁ ନେଇ ଆସୁଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ଉଭୟ  ସିଦ୍ଧାର୍ଥ ଏବଂ କିଆରା ବର୍ତ୍ତମାନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସିଦ୍ଧାର୍ଥ ରୋମାଣ୍ଟିକ୍ ଥ୍ରୀଲର ଫିଲ୍ମ 'ମିଶନ୍ ମଜନୁ', 'ଯୋଦ୍ଧା' ଏବଂ 'ଇଣ୍ତିଆନ ପୋଲିସ ଫୋର୍ସ ' ଭଳି ଚଳଚ୍ଚିତ୍ରରେ ନଜର ଆସିବେ। ଯଦି ଆମେ କିଆରାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ  କିଆରାରଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି ।  'ଗୋବିନ୍ଦା ନାମ ମେରା' , 'ସତ୍ୟପ୍ରେମ କି କଥା' ଏବଂ ତେଲୁଗୁ ଚଳଚ୍ଚିତ୍ର ଆରସି ୧୫ (RC 15)ରେ ନଜର ଆସିବେ ।  ଗତ କିଛି ଦିନ ତଳେ ଖବର ଆସିଥିଲା ଯେ, ଉଭୟ ତାରକା ଚଳିତ ବର୍ଷ ଶେଷରେ ଡିସେମ୍ବରରେ ଚଣ୍ଡିଗଡ଼ରେ ବିବାହ କରିବେ। ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ପା ଏବଂ ରିସର୍ଟ (Oberoi Sukhvilas Spa and Resort)ରେ ଏହି ଲବବାର୍ଡଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିଲା  । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବଲିଉଡ ଅଭିନେତା ରାଜ କୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଏହି ସ୍ଥାନରେ ହୋଇଥିଲା।