Mithun Chakraborty: ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଡାକ୍ତର କହିଲେ...

Mithun Chakraborty: ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଅଛନ୍ତି। ବ୍ରେନ୍ ଷ୍ଟ୍ରୋକ କାରଣରୁ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତି ଯନ୍ତ୍ରଣା ଏବଂ ଅସ୍ଥିରତା ଲାଗିବା ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Mithun Chakraborty: ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଡାକ୍ତର କହିଲେ...

About the Author