କୋରୋପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଆଉ ଏ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କଲେ ଏଠାକାର ଆଦିବାସୀଙ୍କ ଚାଲିଚଳଣୀ । ସରକାରଙ୍କ ଯୋଜନା ଆଦିବାସୀ ଇଲାକରେ ପହଞ୍ଚିଛି ସତ ହେଲେ ଏବେବି କିଛି ଆଦିବାସୀ ଗରୀବ ସୀମାରେଖା ତଳେ ଅଛନ୍ତି।
ସକାଳୁ ସକାଳୁ କାମକୁ ବାହାରିବା ପୂର୍ବରୁ ଜଣେ ଆଦିବାସୀ ଝିଅ ତା ବାପାଙ୍କୁ ଖୁଆଇ ଦେଉଛି। ଯାହା ଅତ୍ୟନ୍ତ ହୃଦୟଷ୍ପର୍ଶୀ । ଜଣେ ଆଦିବାସୀ ନିଜର କୁନି ଭଉଣୀକୁ କୋଳରେ ଧରିଛି ।
ଆଦିବାସୀଙ୍କ ଏ ଫଟୋ ହିଁ କହୁଛି ତାଙ୍କ ଅନ୍ତର ବେଦନା ।
ଏ ଫଟୋ ହିଁ ବୟାନ କରୁଛି ତା ନୀରବତା । ମନଭରି ହସୁଛି କୁନି କୁନି ପୁଅ , ଏ ନିଷ୍ପାପ ମୁହଁ ହିଁ ବୟାନ କରୁଛି ତା ମନର ବ୍ୟଥା ଓ କଥା ।
ଆଜିବି ଅବହେଳିତ ଆଦିବାସୀ !
ସରକାରଙ୍କ ଯୋଜନା ଆଦିବାସୀ ଇଲାକରେ ପହଞ୍ଚିଛି ସତ ହେଲେ ଏବେବି କିଛି ଆଦିବାସୀ ଗରୀବ ସୀମାରେଖା ତଳେ ଅଛନ୍ତି। ମୂଲ ମଜୁରୀ ଲାଗି ଗୁଜୁରାଣ ମେଣ୍ଟାଇଥାନ୍ତି ।
କୋରୋପୁଟ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କଲେ ଏଠାକାର ଆଦିବାସୀଙ୍କ ଚାଲିଚଳଣୀ ।
କୋରୋପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ।
ट्रेन्डिंग फोटोज़