Saifeena: ସୈଫ କରୀନାଙ୍କ ମଧ୍ୟରେ All Is Not Well, ବିବାହ ବିଚ୍ଛେଦ ନେଇ...

Saifeena: ସୋସିଆଲ ମିଡିଆ ୟୁଜର୍ସ ବିଶ୍ୱାସ କରନ୍ତି ଯେ ସୈଫ କିଛି ଚଳଚ୍ଚିତ୍ର ପାଇଁ ଏହା କରିଥିବାବେଳେ କେତେକ ଏହା ଉପରେ ଖୋଳତାଡ଼ କରିବାକୁ ବାରଣ କରିନାହାଁନ୍ତି। ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ, 'ବର୍ତ୍ତମାନ ସମୟ ଆସିଛି।' ଅନ୍ୟ ଜଣେ ଲେଖିଛନ୍ତି, 'ଛାଡପତ୍ର ପାଇଁ ପ୍ରସ୍ତୁତି ଚାଲିଛି।

Saifeena: ସୈଫ କରୀନାଙ୍କ ମଧ୍ୟରେ All Is Not Well, ବିବାହ ବିଚ୍ଛେଦ ନେଇ...

About the Author