ଶାହରୁଖ ଦେଲେ ଅକ୍ଷୟ କୁମାରଙ୍କ ଅଟୋଗ୍ରାଫ!

ଯୁବତୀଙ୍କ ଅଟୋଗ୍ରାଫ ବୁକରେ ମଧ୍ୟ 'ଅକ୍ଷୟ କୁମାର ବୋଲି ଅଟୋଗ୍ରାଫ ଦେଇ ସିଧାସଳଖ ବୋର୍ଡିଂ ଆଡକୁ ଚାଲି ଯାଇଥିଲେ । ଏପଟେ ସେହି ଯୁବତୀ ପ୍ରଶଂସକ ହାତ ହଲେଇ ହଲେଇ ଫ୍ଲାଇଙ୍ଗ କିସ ଦେଇ ଚାଲୁଥିବାର ଦୃଶ୍ୟକୁବି ଉପଭୋଗ କରୁଥିଲେ ।

ଶାହରୁଖ ଦେଲେ ଅକ୍ଷୟ କୁମାରଙ୍କ ଅଟୋଗ୍ରାଫ!

About the Author