Urfi Javed : ସୀମା ଟପିଗଲେ ଉର୍ଫି,ପୁଣି ହେଲେ ଟପଲେସ
Advertisement

Urfi Javed : ସୀମା ଟପିଗଲେ ଉର୍ଫି,ପୁଣି ହେଲେ ଟପଲେସ

Urfi Javed : ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ୍ (Uorfi Javed ) । ନିଜ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ଅଡ୍ ଫ୍ୟାସନ ଓ ବୋଲ୍ଡନେସ ହେତୁ ସର୍ବଦା ଟ୍ରୋଲ ଶିକାର ହୁଅନ୍ତି । ସେ ତାଙ୍କର ଆଉ ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି ଯେଉଁଥିରେ ସେ ଟପ୍ ଲେସରେ ନଜର ଆସୁଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ୍ (Uorfi Javed ) । ନିଜ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ଅଡ୍ ଫ୍ୟାସନ ଓ ବୋଲ୍ଡନେସ ହେତୁ ସର୍ବଦା ଟ୍ରୋଲ ଶିକାର ହୁଅନ୍ତି । ସେ ତାଙ୍କର ଆଉ ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି ଯେଉଁଥିରେ ସେ ଟପ୍ ଲେସରେ ନଜର ଆସୁଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି,ଉର୍ଫି ଲାଜ ସରମ ଭୁଲି ଖୁଲମଖୁଲା ନିଜ ଅଙ୍ଗ ପ୍ରର୍ଦଶନ କରୁଛନ୍ତି । ଟପଲେସ ହୋଇ ହାତରେ ଦୁଇଟି ଶଙ୍ଖ ଧରି ବକ୍ଷଜକୁ ଲୁଚାଇଛନ୍ତି । ଉର୍ଫିଙ୍କ ଏ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ନିଆଁ ଲଗାଇଛି । ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ୟୁଜର୍ସ ମଧ୍ୟ ଉର୍ଫିଙ୍କୁ କଡା ଟ୍ରୋଲ ମଧ୍ୟ କରିଛନ୍ତି।  

ନିକଟରେ ଫିଲ୍ମ ନିର୍ଦ୍ଦେଶକ  ସାଜିଦ୍ ଖାନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ସାଜିଦ୍ ଖାନ୍ ବିଗବସରେ ଏଣ୍ଟ୍ରି କରିବା ପରେ ସଲମାନ ଖାନଙ୍କୁ ସାଜିଦଙ୍କୁ ଶୋରୁ ବାହାର କରିବା ପାଇଁ ଦାବି କରିଥିଲେ । ସେ ନିଜ  ଇନଷ୍ଟାରେ ଲେଖିଥିଲେ ଯେ, ବିଗବସ ତମେ ଏସବୁ କାହିଁକି କରୁଛ , ଜଣେ ଯୌନ ଶୋଷଣକାରୀଙ୍କୁ ବିଗବସରେ ଏଣ୍ଟ୍ରି କରିବା ଉଚିତ କି  ?  ଏହା ପ୍ରମାଣିତ କରୁଛି, ଏହି ପୁରୁଷମାନେ ଯାହା କରୁଛନ୍ତି ,ତାହାକୁ ଆପଣ ସମର୍ଥନ କରୁଛନ୍ତି '।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

 

ଏହାବି ପଢନ୍ତୁ : Janhvi Kapoor: କେଉଁ ବିଶିଷ୍ଟ ରାଜନେତାଙ୍କ ନାତିଙ୍କୁ ଡେଟ କରୁଛନ୍ତି ଶ୍ରୀଦେବୀଙ୍କ ଝିଅ ? ଦେଖନ୍ତୁ ଭିଡିଓ,କ୍ୟାମେରା ଦେଖି ଲୁଚାଇଲେ ମୁହଁ

ଏହାବି ପଢନ୍ତୁ :Actress Anushka Sharma: ଅନୁଷ୍କା ଖାଇଲେ କୋଲକାତାର ଏହି ଫେମସ୍ ଫୁଡ୍, ଆଉ କହିଲେ....

ଏହାବି ପଢନ୍ତୁ :Urfi Javed: ଦୀପାବଳିରେ ଲାଜସରମ ଖାଇଦେଲେ ଉର୍ଫି, ନିବସ୍ତ୍ର ହୋଇ ଜଣାଇଲେ ଶୁଭେଚ୍ଛା

ଉର୍ଫି ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର।