Urfi Javed: ଦୀପାବଳିରେ ଲାଜସରମ ଖାଇଦେଲେ ଉର୍ଫି, ନିବସ୍ତ୍ର ହୋଇ ଜଣାଇଲେ ଶୁଭେଚ୍ଛା
Advertisement
Article Detail0/zeeodisha/odisha1407617

Urfi Javed: ଦୀପାବଳିରେ ଲାଜସରମ ଖାଇଦେଲେ ଉର୍ଫି, ନିବସ୍ତ୍ର ହୋଇ ଜଣାଇଲେ ଶୁଭେଚ୍ଛା

Urfi Javed: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ । ଅଡ୍ ଫ୍ୟାସନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଦୀପାବଳି ଅବସରରେ ସେ ନିଆରା ଅନ୍ଦାଜରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ । ଅଡ୍ ଫ୍ୟାସନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।  ପ୍ରତ୍ୟକ ଦିନ କିଛିନା କିଛି ଭିଡଓ ଓ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରନ୍ତି । ହେଲେ ଦୀପାବଳି ଅବସରରେ ସେ ନିଆରା ଅନ୍ଦାଜରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାହା ପୁଣି ନିବସ୍ତ୍ର ହୋଇକି । ଉର୍ଫି ସେୟାର କରିଥିବା ଭିଡିଓରେ ମିଳିଛି ଯେ, ଉର୍ଫି ବିନା ଟପରେ ବସି ଥିବା ବେଳେ କେବଳ ଏକ ବ୍ଲାକ କର୍ଲର ସ୍କର୍ଟ ପିନ୍ଧିଛନ୍ତି । ଆଉ ମିଠା ମଧ୍ୟ ଖାଉଛନ୍ତି । ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିବା ବେଳେ ଆଉ କିଛି ତାଙ୍କୁ ତାରିଫ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, 'ଆପଣ ଏଭିଳି ଭାବରେ ଦୀପାବଳିର ଶୁଭେଚ୍ଛା କରନ୍ତୁ ନାହିଁ, ଇଦରେ ଏଭଳି ଶୁଭେଚ୍ଛା ଜଣାନ୍ତୁ ' । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, 'ସବ ନିକାଲ ହି ଦିୟା '।

 

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର। 

 ଏହାବି ପଢନ୍ତୁ : Adipurush: ଆଦିପୁରୁଷ ନିର୍ମାତା ପ୍ରଭାସଙ୍କୁ ଦେଲେ ଏଭଳି ସରପ୍ରାଇଜ୍ , ଫ୍ୟାନ୍ସ ହେଲେ ତାଜୁବ୍

 ଏହାବି ପଢନ୍ତୁ :Dream Girl 2 : କାହିଁକି ବଦଳିଲା 'ଡ୍ରିମ୍ ଗାର୍ଲ ୨'ର ରିଲିଜ୍ ଡେଟ, ଫିଲ୍ମ ନିର୍ମାତା କଲେ ବଡ ଖୁଲାସା

ନିକଟରେ ଫିଲ୍ମ ନିର୍ଦ୍ଦେଶକ  ସାଜିଦ୍ ଖାନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ସାଜିଦ୍ ଖାନ୍ ବିଗବସରେ ଏଣ୍ଟ୍ରି କରିବା ପରେ ସଲମାନ ଖାନଙ୍କୁ ସାଜିଦଙ୍କୁ ଶୋରୁ ବାହାର କରିବା ପାଇଁ ଦାବି କରିଥିଲେ । ସେ ନିଜ  ଇନଷ୍ଟାରେ ଲେଖିଥିଲେ ଯେ, ବିଗବସ ତମେ ଏସବୁ କାହିଁକି କରୁଛ , ଜଣେ ଯୌନ ଶୋଷଣକାରୀଙ୍କୁ ବିଗବସରେ ଏଣ୍ଟ୍ରି କରିବା ଉଚିତ କି  ?  ଏହା ପ୍ରମାଣିତ କରୁଛି, ଏହି ପୁରୁଷମାନେ ଯାହା କରୁଛନ୍ତି ,ତାହାକୁ ଆପଣ ସମର୍ଥନ କରୁଛନ୍ତି '।