Youtuber Armaan Malik: ଗୋଟିଏ ମାସରେ ତୃତୀୟ ଥର ବାପା ହେଲେ ଅରମାନ୍ ମଲ୍ଲିକ, ସେୟାର କଲେ ଫଟୋ

Payal Malik twins baby: ପ୍ରଥମ ପତ୍ନୀ ପାୟଲ ମଲ୍ଲିକ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଅରମାନ ମଲ୍ଲିକ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକ ଉଭୟ ମା ଓ ଶିଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ ୪ଟି ସନ୍ତାନର ପିତା ହୋଇଛନ୍ତି

Youtuber Armaan Malik: ଗୋଟିଏ ମାସରେ ତୃତୀୟ ଥର ବାପା ହେଲେ ଅରମାନ୍ ମଲ୍ଲିକ, ସେୟାର କଲେ ଫଟୋ
Image Credit: ସୌ(ସୋସିଆଲ ମିଡିଆ)

About the Author