SIM card limits: ଅଧିକ ସିମ୍ ପାଖରେ ରଖିଲେ ବଢ଼ିପାରେ ଆପଣଙ୍କ ଅସୁବିଧା, ୨ ଲକ୍ଷ ଟଙ୍କା ଜରିମାନା ସମେତ ଯାଇପାରନ୍ତି ଜେଲ୍

SIM card limits: ଟେଲି ଯୋଗାଯୋଗ ଅଧିନିୟମ ୨୦୨୩ ର ନୂତନ ନିୟମ ଅନୁଯାୟୀ ଯଦି କେହି ନିର୍ଦ୍ଦିଷ୍ଟ ସଂଖ୍ୟା ଅପେକ୍ଷା ଅଧିକ ସିମ୍ ନିଅନ୍ତି ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ ଭାରି ଜରିମାନା ସମେତ ଜେଲ ଦଣ୍ଡ ପାଇଁ ବ୍ୟବସ୍ଥା ରହିଛି।

SIM card limits: ଅଧିକ ସିମ୍ ପାଖରେ ରଖିଲେ ବଢ଼ିପାରେ ଆପଣଙ୍କ ଅସୁବିଧା, ୨ ଲକ୍ଷ ଟଙ୍କା ଜରିମାନା ସମେତ ଯାଇପାରନ୍ତି ଜେଲ୍
Image Credit: SIM card limits

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments