crying benefits:କାନ୍ଦିବା ସ୍ୱାସ୍ଥ୍ୟପାଇଁ ହିତକର,କାନ୍ଦିଲେ ଦୂର ହୁଏ ରୋଗ !

ଦୁଃଖର ପରିପ୍ରକାଶ କରିଥାଏ ଲୁହ। କାନ୍ଦିଲେ ଆସେ ଲୁହ। କିନ୍ତୁ ଯେତେବେଳେ କେହି କାନ୍ଦନ୍ତି ପାଖରେ ଥିବା ବାକି ଲୋକ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଚୁପ୍ କରାଇବା ଆରମ୍ଭ କରିଦିଅନ୍ତି । ବିଶେଷ କରି ଛୋଟ ପିଲାଙ୍କ କାନ୍ଦ ବୟସ୍କଙ୍କୁ ଦ୍ରବିତ କରିଦିଏ। ସେମାନେ ପିଲାକୁ ଗେଲବସର କରି କାନ୍ଦ ବନ୍ଦ କରାଇବାକୁ ଉଦ୍ୟମ କରନ୍ତି। ପିଲାଙ୍କ କା

crying benefits:କାନ୍ଦିବା ସ୍ୱାସ୍ଥ୍ୟପାଇଁ ହିତକର,କାନ୍ଦିଲେ ଦୂର ହୁଏ ରୋଗ !
Image Credit: SOCIAL MEDIA

About the Author